ବିଜ୍ଞ Bijn̄a

  • ସଂ. ବିଣ. ପୁଂ (ବି+ଜ୍ଞା ଧାତୁ+କର୍ତ୍ତୃ ଅ) — ପଣ୍ଡିତ — Learned
  • ସଂ. ବିଣ. ପୁଂ (ବି+ଜ୍ଞା ଧାତୁ+କର୍ତ୍ତୃ ଅ) — ଜ୍ଞାନୀ — Wise
  • ସଂ. ବିଣ. ପୁଂ (ବି+ଜ୍ଞା ଧାତୁ+କର୍ତ୍ତୃ ଅ) — ବୁଦ୍ଧିମାନ୍ — Intelligent