ବିଛା Bichhā

  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — କଙ୍କଡ଼ାବିଛା — Scorpion
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — [ଦ୍ର—ଏହା ଅଷ୍ଟପଦୀ, ରାତ୍ରିଚର ହିଂସ୍ରପ୍ରାଣୀ। ଏହାର ସମ୍ମୁଖରେ କଙ୍କଡ଼ା ପରି 2 ଟି ହାତ ଥାଏ; ପୁଚ୍ଛ ଦୀର୍ଘ ଏହା ଗତି କଲାବେଳେ ପୁଚ୍ଛ ପିଠି ଉପରକୁ ଟେକିଥାଏ। ଏହାର ପୁଚ୍ଛ ଅଗରେ ତୀବ୍ର ବିଷୟୁକ୍ତ ନାହୁଡ଼ ଅଛି।] — [ଦ୍ର—ଏହା ଅଷ୍ଟପଦୀ, ରାତ୍ରିଚର ହିଂସ୍ରପ୍ରାଣୀ ଏହାର ସମ୍ମୁଖରେ କଙ୍କଡ଼ା ପରି2ଟି ହାତ ଥାଏ; ପୁଚ୍ଛ ଦୀର୍ଘ ଏହା ଗତି କଲାବେଳେ ପୁଚ୍ଛ ପିଠି ଉପରକୁ ଟେକିଥାଏ ଏହାର ପୁଚ୍ଛ ଅଗରେ ତୀବ୍ର ବିଷୟୁକ୍ତ ନାହୁଡ଼ ଅଛି]
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — ତିନ୍ତୁଳିଆ ବିଛା — Centepede
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — [ଦ୍ର—ଏହା ଶତପଦୀ ଓ ଏହାର ନାହୁଡ଼ରେ ବିଷ ଅଛି; ମୁହଁର ଦୁଇ ପାଖରେ ଦୁଇଟି ନିଶ; ରାତ୍ରିଚର।]
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — କାନ ବିଛା; କାନକଟୁଳୀ ବିଛା — Chilognath
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — [ଦ୍ର— ଏ ଅତି ସରୁ ଓ 3 । 4 ଆଙ୍ଗୁଳ ଲମ୍ବ। ଏହାକୁ ଦଳିଲେ ଏହା ଦେହରୁ ଦୀପକ ଜ୍ୟୋତି ବାହାରେ।] — [ଦ୍ର— ଏ ଅତି ସରୁ ଓ34ଆଙ୍ଗୁଳ ଲମ୍ବ ଏହାକୁ ଦଳିଲେ ଏହା ଦେହରୁ ଦୀପକ ଜ୍ୟୋତି ବାହାରେ]
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — ଅଗ୍ରହାୟଣ; ମାର୍ଗଶିର; ବୃଶ୍ଚିକ ମାସ — The month of Mārgaṡira
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — ବୃଶ୍ଚିକରାଶି — The sign of Scorpion; the eighth of the 12 signs of the zodiac
  • ଦେ. ବି. (ସଂ. ବୃଶ୍ଚିକ; ପ୍ରା. ବିଛାଅ) — ତେନ୍ତୁଳିଆ ବିଛାର ଆକୃତି ବିଶିଷ୍ଟ ଏକସରିଆ ଅଣ୍ଟାସୂତା ବା ଅଣ୍ଟାର ଶିକୁଳୀ ବା ବେକର ହାର — A one-stringed waist-chain or neck-chain in the shape of a centepede, consisting of interwoven rings