ବାୟୁ ବାହ Bāyu bāha

  • ସଂ. ବି—(ବାୟୁ+ବାହ=ବାହନ; ବହୁବ୍ରୀହି, ଯାହାକୁ ବାୟୁ ବହନ କରେ) — ମେଘ — Cloud
  • ସଂ. ବି—(ବାୟୁ+ବାହ=ବାହନ; ବହୁବ୍ରୀହି, ଯାହାକୁ ବାୟୁ ବହନ କରେ) — ଧୂମ — Smoke
  • ସଂ. ବି—(ବାୟୁ+ବାହ=ବାହନ; ବହୁବ୍ରୀହି, ଯାହାକୁ ବାୟୁ ବହନ କରେ) — ବାଷ୍ପ — Vapour; steam