ବାୟଲୀ Bāyalī

  • ପ୍ରାଦେ. (ବସ୍ତର) ବି. ସ୍ତ୍ରୀ. (ସଂ. ବାଳା) — ମାଇପି ଲୋକ; ସ୍ତ୍ରୀ — Female; woman
  • ପ୍ରାଦେ. (ବସ୍ତର) ବି. ସ୍ତ୍ରୀ. (ସଂ. ବାଳା) — (ଯଥା—ବାୟଲୀକେ ଡାହାନୀ ଧରିଛେ=ସ୍ତ୍ରୀଲୋକକୁ ଡାହାଣୀ ଲାଗିଛି।)