ବାଡ଼େଇବା Bāṟḍ̠eibā

  • ଦେ. କ୍ରି. (ଓ. ବାଡ଼ି ଶବ୍ଦରୁ ନାମଧାତୁ) — ଯଷ୍ଟି— ଦ୍ୱାରା ଆଘାତ କରିବା — To beat with a stick
  • ଦେ. କ୍ରି. (ଓ. ବାଡ଼ି ଶବ୍ଦରୁ ନାମଧାତୁ) — ମାଡ଼ ଦେବା; ପ୍ରହାର କରିବା — To beat; to belabonr
  • ଦେ. କ୍ରି. (ଓ. ବାଡ଼ି ଶବ୍ଦରୁ ନାମଧାତୁ) — ଆଘାତ କରିବା — To strike
  • ଦେ. କ୍ରି. (ଓ. ବାଡ଼ି ଶବ୍ଦରୁ ନାମଧାତୁ) — ଭୂମିରେ ପିଟିବା — To strike on the ground
  • ଦେ. କ୍ରି. (ଓ. ବାଡ଼ି ଶବ୍ଦରୁ ନାମଧାତୁ) — (ଯଥା—ମୁଣ୍ଡ ବାଡ଼େଇବା।)
  • ଦେ. କ୍ରି. (ଓ. ବାଡ଼ି ଶବ୍ଦରୁ ନାମଧାତୁ) — (ଲକ୍ଷଣାର୍ଥ) ସ୍ତ୍ରୀକୁ ରମଣ କରିବା — (figurative) Copulate with a woman
  • ଦେ. କ୍ରି. (ଓ. ବାଡ଼ି ଶବ୍ଦରୁ ନାମଧାତୁ) — (ବର୍ଷା, ତୋଫାନ) ବହୁପରିମାଣରେ ହେବା — (rain or wind) To be in great or large quantity