ବାହୁଦା Bāhudā

  • ସଂ. ବି — ନଦୀବିଶେଷ — Name of a river
  • ସଂ. ବି — ରାଜା ପରୀକ୍ଷିତଙ୍କ ପତ୍ନୀ (ହି. ଶ) — Name of the wife of King Parīkshita
  • ବିଣ (ସ୍ତ୍ରୀ) (ଓଡ଼ିଆ କାବ୍ୟରେ ପ୍ରୟୋଗ) — ଯେ ଅନ୍ୟକୁ ନିଜର ବାହୁ ଧରିବାକୁ ବଢ଼ାଇ ଦିଏ — (a woman) Extending her arm to another to support it
  • ବିଣ (ସ୍ତ୍ରୀ) (ଓଡ଼ିଆ କାବ୍ୟରେ ପ୍ରୟୋଗ) — ବିହରି ନର୍ମଦା ଘେନି ନର୍ମଦା—ବାହୁଦା ପ୍ଳବନେ କାନ୍ତି ବାହୁଦା— ଭଞ୍ଜ. ବୈଦେହୀଶବିଳାସ।