ବାହୀକ Bāhīka

  • ସଂ. ବିଣ. ପୁଂ—(ବାହ=ବହନ+ଈକ) — ବାହକ; ବାହୀ; ବହନକାରୀ — Carrying
  • ସଂ. ବିଣ. ପୁଂ—(ବାହ=ବହନ+ଈକ) — ଭାରୀ — Heavy
  • ସଂ. ବିଣ. ପୁଂ—(ବାହ=ବହନ+ଈକ) — (ବହିସ୍+ଈକ)—ବହିଃସ୍ଥିତ — Lying outside
  • ବି — ଗାଡ଼ି; ଶଗଡ଼; ଯାନ — Cart; conveyance
  • ବି — ପଞ୍ଜାବର ସ୍ଥାନବିଶେଷ — 4. Name of a place in the Punjab
  • ବି — ବାହ୍ଲୀକ; ଜାତିବିଶେଷ — Name of an ancient tribe