ବାସନ୍ତ Bāsanta
- ସଂ. ବିଣ. (ବସନ୍ତ+ସମ୍ବନ୍ଧାର୍ଥେ. ଅ) — ବସନ୍ତ ଋତୁ— ସମ୍ବନ୍ଧୀୟ — Vernal; relating to the spring season
- ସଂ. ବିଣ. (ବସନ୍ତ+ସମ୍ବନ୍ଧାର୍ଥେ. ଅ) — ବସନ୍ତ ଋତୁରେ କରାଯିବା — Performed during the spring
- ବି. — କୋକିଳ — The cuckoo
- ବି. — ମଳୟ ପବନ — The spring-breeze; south breeze; breeze
- ବି. — ମଦନ ବୃକ୍ଷ; ମହଣ ଗଛ — Randia Longispina; Vangoria Spinosa
- ବି. — ଉଷ୍ଟ୍ର — Camel
- ବି. — ମୁଗ — Mung pulse