ବାଳାରୁଣ Bāḻāruṇa

  • ସଂ. ବି — (କର୍ମଧା; ବାଳ+ଅରୁଣ)—ଉଦୟମାନ ସୂର୍ଯ୍ୟ; ନବୋଦିତ ସୂର୍ଯ୍ୟ — Newly risen sun; rising sun
  • ସଂ. ବି — (ମ. ପ. ଲୋ) କନ୍ୟାରାଶିରେ ଅବସ୍ଥିତ ସୂର୍ଯ୍ୟ — The sun while in the sign of Virgo