ବାଲ୍ୟ Bālya

  • ସଂ. ବି (ବାଳ+ଭାବେ. ଯ) — ବାଳକାବସ୍ଥା; ଶୈଶବ — Childhood; boyhood; infancy
  • ସଂ. ବି (ବାଳ+ଭାବେ. ଯ) — [ଦ୍ର—''ଆ ଷୋଡ଼ଶାତ୍ ଭବେଦ୍ ବାଲ୍ୟଂ' ଏହା 16 ବର୍ଷ ବୟସର ଆରମ୍ଭ ହେବାର ପୂର୍ବବର୍ତ୍ତୀ ପର୍ଯ୍ୟନ୍ତ ସମୟ ଅଟେ।'] — [ଦ୍ର—''ଆ ଷୋଡ଼ଶାତ୍ ଭବେଦ୍ ବାଲ୍ୟଂ' ଏହା16ବର୍ଷ ବୟସର ଆରମ୍ଭ ହେବାର ପୂର୍ବବର୍ତ୍ତୀ ପର୍ଯ୍ୟନ୍ତ ସମୟ ଅଟେ']
  • ସଂ. ବିଣ. (ବାଳ+ଯ) — ବାଳ ବା କେଶ ସମ୍ବନ୍ଧୀୟ — Relating to hair
  • ସଂ. ବିଣ. (ବାଳ+ଯ) — ବାଳକ ସମ୍ବନ୍ଧୀୟ — Relating to child
  • ସଂ. ବିଣ. (ବାଳ+ଯ) — ବାଳକାଳ ସମ୍ବନ୍ଧୀୟ — Childish
  • ସଂ. ବିଣ. (ବାଳ+ଯ) — ବାଳକସୁଲଭ — Childilke