ବାରିବାସ Bāribāsa

  • ସଂ. ବି—(ବାରି+ବସ ଧାତୁ. ଣିଚ; ବାସି ଧାତୁ+କର୍ତ୍ତୃ. ଅ) — ମଦ ତିଆରି କରିବା ବ୍ୟକ୍ତି; ଶୁଣ୍ଢୀ (ହି. ଶ) — A distiller of wine; manufacturer of wine