ବାରିଝରି Bārijhari

  • ଦେ. ବି (ସଂ. ବାରି+ଝର) — ଜଳଝର; ଝରଣା — Spring
  • ଦେ. ବି (ସଂ. ବାରି+ଝର) — ଜଳପୂର୍ଣ୍ଣ କଳସୀ — A jar full of water
  • ଦେ. ବି (ସଂ. ବାରି+ଝର) — ବଭ୍ରାଜିତ ବାରିଝରି ତାରାଭବ ଯହିଁ—ଭଞ୍ଜ. ବୈଦେହୀଶବିଳାସ।