ବାରିଜ Bārija
- ସଂ. ବିଣ. (ବାରି+ଜନ୍ ଧାତୁ+କର୍ତ୍ତୃ. ଅ) — ଜଳଜାତ — Born of water
- ବି — ପଦ୍ମ — Louts
- ବି — ଶଙ୍ଖ — Conch
- ବି — ଶମ୍ବୁକ; ଶାମୁକା — Oyster
- ବି — ଲବଙ୍ଗ (ପ୍ରକୃତିବାଦ) — Cloves (Apte)
- ବି — ଗେଣ୍ଡା (ହି. ଶ.) — Snail
- ବି — କଉଡ଼ି (ହି. ଶ.) — Small sea-shells formerly used as currency
- ବି — ଖାଣ୍ଟି ସୁନା (ହି. ଶ.) — Pure gold