ବାମ Bāma
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ବାଆଁ (ପାଖ); ଅପସବ୍ୟ; ଦକ୍ଷିଣେତର — Left (side)
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ବିପରୀତ — Opposite; reverse
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ବିମୁଖ; ପ୍ରତିକୂଳ; ବିପକ୍ଷ — Reverse; antagonistic
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ବକ୍ର; କୁଟିଳ — Bent; curved
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ବାମଦିଗରେ ସ୍ଥିତ — Situate on the left side
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ରୁଚିର; ମନୋହର; ସୁନ୍ଦର — Beautiful; dainty; pleasing
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ଅଧମ — Worthless; mean
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ଶ୍ରେଷ୍ଠ — Excellent
- ସଂ. ବିଣ.—(ବା ଧାତୁ=ଗମନ କରିବା+କର୍ତ୍ତୃ. ମ) — ମନ୍ଦ; ଦୁଷ୍ଟ (ହି. ଶ.) — Bad; wicked
- ବି. — ବାଆଁ ପାଖ — Left side
- ବି. — ମହାଦେବ — Ṡiba
- ବି. — କାମଦେବ — Cupid personified