ବାବୁଘର Bābughara
- ଦେ. ବି — ବଧୂର ବାପଘର; ପିତୃଗୃହ — The house of the father of a daughter-in-law
- ଦେ. ବି — ତୁ ଗର୍ଭେ ଥିଲୁ ତୋର ମାତା ବାବୁଘର ଯାଇଥିଲେ ସେଠାରେ ଜନ୍ମ ହେଲା ତୋର— କୃଷ୍ଣସିଂହ. ମହାଭାରତ. ଶାନ୍ତି।
- ଦେ. ବି — ବଡ଼ ଧନୀ ବ୍ୟକ୍ତିର ଘର — The house or home of a rich man