ବାବୁ ଭୟା Bābu bhayā

  • ଦେ. ବି—(ସହଚର ଶବ୍ଦ) — ଭଦ୍ର ଓ ଧନୀ ବ୍ୟକ୍ତିମାନେ — The rich and the noble
  • ଦେ. ବି—(ସହଚର ଶବ୍ଦ) — ରାଜ ବିରାଦର ବ୍ୟକ୍ତି— ଗଣ — The noblemen of a state