ବାବିବା Bābibā
- ଗ୍ରା. କ୍ରି. (ପ୍ରାଚୀନ ପଦ୍ୟ) — ବାଇବା; ବଜାଇବା — To play on a musical instrument
- ଗ୍ରା. କ୍ରି. (ପ୍ରାଚୀନ ପଦ୍ୟ) — ଗାବନ୍ତ ବାବନ୍ତି ନୃତ୍ୟନ୍ତି ବାଳା ଉନ୍ମଦ ମଦନ ଶରେ ବିଭୋଳା। ପ୍ରାଚୀ, ରହସ୍ୟମଞ୍ଜରୀ।
- ଗ୍ରା. କ୍ରି. (ପ୍ରାଚୀନ ପଦ୍ୟ) — [ଦ୍ର—ବାଇବା କ୍ରିୟାର 3 ୟା ପୁରୁଷ ମାନ୍ୟାର୍ଥକ ଏକବଚନ ଓ ବହୁବଚନରେ କେବଳ 'ବାବନ୍ତି' ରୂପ ପ୍ରାଚୀନ ପଦ୍ୟମାନଙ୍କରେ ଦେଖାଯାଏ, ତୁଳନାକର କରାନ୍ତି ସ୍ଥାନରେ କରାବନ୍ତି; ଗାଆନ୍ତି ସ୍ଥାନରେ ଗାବନ୍ତି।] — [ଦ୍ର—ବାଇବା କ୍ରିୟାର3ୟା ପୁରୁଷ ମାନ୍ୟାର୍ଥକ ଏକବଚନ ଓ ବହୁବଚନରେ କେବଳ 'ବାବନ୍ତି' ରୂପ ପ୍ରାଚୀନ ପଦ୍ୟମାନଙ୍କରେ ଦେଖାଯାଏ, ତୁଳନାକର କରାନ୍ତି ସ୍ଥାନରେ କରାବନ୍ତି; ଗାଆନ୍ତି ସ୍ଥାନରେ ଗାବନ୍ତି]