ବାପି Bāpi

  • ସଂ. ବି. (ବପ୍ ଧାତୁ=ବୁଣିବା+ଅଧିକରଣ. ଇ; ଈ; ଯହିଁରେ ପଦ୍ମାଦି ବପନ କରାଯାଏ) — ଦୀର୍ଘିକା; ପୋଖରୀ; ଦୀର୍ଘୀ; ଚାରିକୋଣିଆଁ ଲମ୍ବ ପୋଖରୀ; ଜଳାଶୟ — Tank; pool; an oblong pond;
  • ସଂ. ବି. (ବପ୍ ଧାତୁ=ବୁଣିବା+ଅଧିକରଣ. ଇ; ଈ; ଯହିଁରେ ପଦ୍ମାଦି ବପନ କରାଯାଏ) — ବାମ୍ଫୀ; ଚତୁଷ୍କୋଣ ପ୍ରସ୍ତର ନିର୍ମିତ ବୃହତ୍ କୂପ — A big square well with masonry walls