ବାନ୍ଦର Bāndara

  • ଦେ. ବି. (ସଂ. ବାନର) — କପି; ମାକଡ଼ — Monkey
  • ଦେ. ବି. (ସଂ. ବାନର) — ତୁଚ୍ଛାକୁ ଡେଉଁଛ ହୋଇ ବାନ୍ଦର ହେ ଭାଇମାନେ ! ପର ପହରଣ ପିନ୍ଧ। ଭିକାରୀ ଗୀତ ଲହରୀ ।
  • ଦେ. ବି. (ସଂ. ବାନର) — ପାତି ମାକଡ଼ — Ape
  • ବିଣ — ମାକଡ଼ ମୁହଁପରି ଅସୁନ୍ଦର — Ugly, like the face of a monkey
  • ବିଣ — ସବୁ ସୁନ୍ଦର, ବୁଢ଼ାମାଙ୍କଡ଼ କହି ଯାଇଛି ମୁହଁଟା ବାନ୍ଦର । ଶିଶୁଗୀତ।