ବାଦୁଡ଼ି Bāduṟḍ̠i
- ଦେ. ବି (ସଂ. ବାତୁଳି) — ଚାମଚିକା 4 ବା ଚେମେଣିଠାରୁ ବଡ଼ ଚମଡ଼ା—ଡେଣାଯୁକ୍ତ ସ୍ତନ୍ଯପାୟୀ ଜୀବବିଶେଷ — ଚାମଚିକା4ବା ଚେମେଣିଠାରୁ ବଡ଼ ଚମଡ଼ା—ଡେଣାଯୁକ୍ତ ସ୍ତନ୍ଯପାୟୀ ଜୀବବିଶେଷ— Flying fox; large bat; Pteropus Medius
- ଦେ. ବି (ସଂ. ବାତୁଳି) — [ଦ୍ର—ଏମାନେ ରାତିଯାକ ଉଡ଼ି ଫଳ ଖାଆନ୍ତି ଓ ଦିନଯାକ ଗଛ ଡାଳକୁ ଗୋଡ଼ର ନଖରେ ଧରି ତଳକୁ ମୁହଁକରି ଝୁଲୁଥାଆନ୍ତି ।] ଏମାନଙ୍କ ଦେହରେ ଲୋମ ଅଛି । ବର୍ଣ୍ଣ କୃଷ୍ଣ ବର୍ଣ୍ଣ । ମୁହଁ ବିଲୁଆ ମୁହଁ ପରି । ଏହାର ନାକ କାନ ଅଛି । ଏମାନଙ୍କର ମୁଣ୍ଡଠାରୁ ଶେଷପର୍ଯ୍ୟନ୍ତ ଲମ୍ବରେ 1 ଚାଖଣ୍ଡ ଓ ଡେଣାର 2 ମୁଣ୍ଡର ମାପ ପ୍ରାୟ ଏକ ହାତ ହେବ । ଏମାନଙ୍କ ଡେଣା ପକ୍ଷୀଙ୍କ ଡେଣାପରି ପରଯୁକ୍ତ ନୁହେଁ, ତାହା ପତଳା ଚର୍ମ ଅଟେ । ଏମାନେ ଛୁଆ ଜନ୍ମ କରନ୍ତି ଓ ଛୁଆମାନେ ମାତାର ସ୍ତନ୍ଯ ପାନ କରି ବଢ଼ନ୍ତି । — [ଦ୍ର—ଏମାନେ ରାତିଯାକ ଉଡ଼ି ଫଳ ଖାଆନ୍ତି ଓ ଦିନଯାକ ଗଛ ଡାଳକୁ ଗୋଡ଼ର ନଖରେ ଧରି ତଳକୁ ମୁହଁକରି ଝୁଲୁଥାଆନ୍ତି ] ଏମାନଙ୍କ ଦେହରେ ଲୋମ ଅଛି ବର୍ଣ୍ଣ କୃଷ୍ଣ ବର୍ଣ୍ଣ ମୁହଁ ବିଲୁଆ ମୁହଁ ପରି ଏହାର ନାକ କାନ ଅଛି ଏମାନଙ୍କର ମୁଣ୍ଡଠାରୁ ଶେଷପର୍ଯ୍ୟନ୍ତ ଲମ୍ବରେ1ଚାଖଣ୍ଡ ଓ ଡେଣାର2ମୁଣ୍ଡର ମାପ ପ୍ରାୟ ଏକ ହାତ ହେବ ଏମାନଙ୍କ ଡେଣା ପକ୍ଷୀଙ୍କ ଡେଣାପରି ପରଯୁକ୍ତ ନୁହେଁ, ତାହା ପତଳା ଚର୍ମ ଅଟେ ଏମାନେ ଛୁଆ ଜନ୍ମ କରନ୍ତି ଓ ଛୁଆମାନେ ମାତାର ସ୍ତନ୍ଯ ପାନ କରି ବଢ଼ନ୍ତି