ବାଦଲା Bādalā

  • ଦେ. ବି — ଲୁଗା ଓ ଟୋପି ଆଦିରେ ସୂଚି କର୍ମରେ ବ୍ୟବହୃତ ସୁନା ବା ରୂପାର ଖୁବ ସରୁ ତାର; ଜରି — Very fine gold or silver wire used in embroidery; lace
  • ପ୍ରାଦେ. (ମେଦିନୀପୁର, ସମ୍ବଲପୁର) ବି. (ତୁଳ. ଏହି ଅର୍ଥରେ ବଂ. ବାଦଲ୍) — ଅତି ବୃଷ୍ଟି — Excessive rainfall
  • ବିଣ — ମେଘୁଆ (ପାଗ) — Cloudy (weather)