ବାତିଲ୍ Bātil
- ବୈଦେ. ବିଣ. (କଚିରିଆ) (ଆ. ବାତୀଲ୍) — ଗ୍ରହଣର ଅଯୋଗ୍ୟ; ଅଗ୍ରାହ୍ୟ — Unfit to be accepted; unacceptable
- ବୈଦେ. ବିଣ. (କଚିରିଆ) (ଆ. ବାତୀଲ୍) — ଅସାର — unsubstantial
- ବୈଦେ. ବିଣ. (କଚିରିଆ) (ଆ. ବାତୀଲ୍) — ମିଥ୍ୟା — False
- ବୈଦେ. ବିଣ. (କଚିରିଆ) (ଆ. ବାତୀଲ୍) — ଅସିଦ୍ଧ; ଅକର୍ମଣ୍ୟ ଓ ନିଷ୍ଫଳ — Null and void; useless; fruitless
- ବୈଦେ. ବିଣ. (କଚିରିଆ) (ଆ. ବାତୀଲ୍) — ନାମଞ୍ଜୁର କରାଯିବା — Rejected