ବାଣ୍ଡି Bāṇḍi

  • ପ୍ରାଦେ. (ଗଞ୍ଜାମ) ବୈଦେ. (ତେ. ବାଣ୍ଡୀ)—ବି. — ଏକପ୍ରକାର ବଳଦ ଗାଡ଼ି; କେରେଞ୍ଚ ଗାଡ଼ି — Bandy cart
  • ପ୍ରାଦେ. (ଗଞ୍ଜାମ) ବୈଦେ. (ତେ. ବାଣ୍ଡୀ)—ବି. — [ଦ୍ର—ଏହା ବଡ଼ ଆରାମପ୍ରଦ; ଏଥିରେ ସବାରି ପରି କାଠର ଛୋଟ କୋଠରି ଥାଏ ଏବଂ ଅଖ ଉପରେ କମାଣୀ ଲାଗିଥାଏ।]