ବାଣି Bāṇi

  • ସଂ. ବି. (ବଣ୍ ଧାତୁ+ ଭାବ. ଇ) — ବୟନ; ଲୁଗାବୁଣିବା — Weaving
  • ସଂ. ବି. (ବଣ୍ ଧାତୁ+ ଭାବ. ଇ) — (+ କରଣ. ଇ) ବାକ୍ୟ; ସ୍ୱର — Voice, speech
  • ସଂ. ବି. (ବଣ୍ ଧାତୁ+ ଭାବ. ଇ) — (+ କରଣ. ଇ)— ବାପଦଣ୍ଡ; ତନ୍ତ — Loom