ବାଣିଆଁ Bāṇiāñ

  • ଦେ. ବି (ବୈଦ୍ୟକ) — ଔଷଧବୃକ୍ଷବିଶେଷ — A medicinal plant
  • ଦେ. ବି (ବୈଦ୍ୟକ) — [ଦ୍ର—ଏହାର ପତ୍ରରେ ଅଳ୍ପ ଜଡ଼ା ତେଲ ଲଗାଇ ଅଗ୍ନିରେ ସେକି ମୁଣ୍ଡରେ ଥୋଇ ପାଗ ବାନ୍ଧିଲେ ଶିରଃପୀଡ଼ା ଦୂର ହୁଏ। ଏହାର ମୂଳକୁ ମରିଚ ସହିତ ବାଟି ଖାଇଲେ ଗୋଡ଼ ଘୋଳା ନିବାରିତ ହୁଏ। ଏହାର ଅଧିକ ମାତ୍ରା ବାନ୍ତିକାରକ— ଦ୍ରବ୍ୟଗୁଣ କଳ୍ପଦ୍ରୁମ।]