ବାଣ ଭଟ୍ଟ Bāṇa bhaṭṭa

  • ସଂ. ବି. — ପ୍ରସିଦ୍ଧ ସଂସ୍କୃତ ଗଦ୍ୟ କାବ୍ୟ ପ୍ରଣେତା କବି — Name of the author of sanskrit novels
  • ସଂ. ବି. — [ଦ୍ର—ସେ କାଦମ୍ବରୀର ପୂର୍ବାର୍ଦ୍ଧ ଓ ହର୍ଷଚରିତ ଆଦି ପ୍ରଣୟନ କରିଥିଲେ। ସେ ହର୍ଷବର୍ଦ୍ଧନଙ୍କ ସଭାପଣ୍ଡିତ ଥିଲେ।]