ବାଜରା Bājarā
- ଦେ. ବି. (ସଂ. ବଜ୍ରା; ବର୍ଜରୀ) — ମକ୍କା ଜାତୀୟ କୃଷିଜାତ ଶସ୍ୟବିଶେଷ — Bulrush millet; Pennisetum Typhoidium
- ଦେ. ବି. (ସଂ. ବଜ୍ରା; ବର୍ଜରୀ) — [ଦ୍ର—ଏ ଗଛ 5।6 ହାତ ଉଚ୍ଚ ହୁଏ; ଏ ଗଛ ବାଲିଆ ଓ ଢିପ ଜମିରେ ହୁଏ। ଏହା ଦେଖିବାକୁ ଆଖୁଗଛ ପରି। ଏ ଗଛରେ ଗୁଚ୍ଛ ଗୁଚ୍ଛ ହୋଇ ଶସ୍ୟ ଫଳେ। ପଶ୍ଚିମରେ ସାଧାରଣ ଲୋକେ ଏ ଶସ୍ୟକୁ ମଇଦା କରି ଖାଆନ୍ତି। ଏହାକୁ ଭାଜିଲେ ଖୁବ ବଡ଼ ବଡ଼ ଲିଆ ହୁଏ। ଏଥିର କ୍ଷେତ୍ରରେ ଖତ ଦେବା ବା ପାଣି ମଡ଼ାଇବା ଆବଶ୍ୟକ ହୁଏ ନାହିଁ।] — [ଦ୍ର—ଏ ଗଛ56ହାତ ଉଚ୍ଚ ହୁଏ; ଏ ଗଛ ବାଲିଆ ଓ ଢିପ ଜମିରେ ହୁଏ ଏହା ଦେଖିବାକୁ ଆଖୁଗଛ ପରି ଏ ଗଛରେ ଗୁଚ୍ଛ ଗୁଚ୍ଛ ହୋଇ ଶସ୍ୟ ଫଳେ ପଶ୍ଚିମରେ ସାଧାରଣ ଲୋକେ ଏ ଶସ୍ୟକୁ ମଇଦା କରି ଖାଆନ୍ତି ଏହାକୁ ଭାଜିଲେ ଖୁବ ବଡ଼ ବଡ଼ ଲିଆ ହୁଏ ଏଥିର କ୍ଷେତ୍ରରେ ଖତ ଦେବା ବା ପାଣି ମଡ଼ାଇବା ଆବଶ୍ୟକ ହୁଏ ନାହିଁ]