ବାଛା Bāchhā

  • ଦେ. ବି (ବଙ୍ଗଳାରୁ ଅନୁକୃତ) (ସଂ. ବତ୍ସ) — ଶିଶୁ; ବାଳକ — Child; boy
  • ପ୍ରାଦେ (ବସ୍ତର) ବି (ତୁଳ. ହି. ବାଚ୍ଛା) — ଅଣ୍ଡିରା ବାଛୁରୀ ବା ଦାମୁଡ଼ି — Young bullock