ବାଘୁଟି Bāghuṭi

  • ଦେ. ବି. (ସଂ. ବାହୁ) — ଅଳଙ୍କାରବିଶେଷ — A kind of ornament for the arm
  • ଦେ. ବି. (ସଂ. ବାହୁ) — ବାହୁଟି ବାଘଟି ବାହୁଟିଆ ପରି ନାରୀ କରଇ କାତର। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।