ବାଆ ପବନ Bā-ā pabana

  • ଦେ. ବି. (ସଂ. ବାତ+ପବନ) (ଏକାର୍ଥବୋଧକ ସହଚର) — ବାୟୁ — Wind
  • ଦେ. ବି. (ସଂ. ବାତ+ପବନ) (ଏକାର୍ଥବୋଧକ ସହଚର) — ଝଡ଼ ତୋଫାନ — Tempest