ବହକିବା Bahakibā

  • ଦେ. କ୍ରି — ଟପିଯିବା; ବଳି ପଡ଼ିବା; ଅଧିକା ହେବା — To be in excess
  • ଦେ. କ୍ରି — ଅତିକ୍ରମ କରିବା — To exceed
  • ଦେ. କ୍ରି — ଲକ୍ଷଭ୍ରଷ୍ଟ ହେବା — To miss one's aim
  • ଦେ. କ୍ରି — ଭ୍ରମ ପ୍ରମାଦ କରିବା — To err