ବହତି Bahati

  • ସଂ. ବି.—(ବହ୍ ଧାତୁ+କର୍ତ୍ତୃ. ଅତି) — ବାୟୁ — Air
  • ସଂ. ବି.—(ବହ୍ ଧାତୁ+କର୍ତ୍ତୃ. ଅତି) — ବଳଦ — Ox
  • ସଂ. ବି.—(ବହ୍ ଧାତୁ+କର୍ତ୍ତୃ. ଅତି) — ସଚିବ — Minister
  • ଗ୍ରା. ବି.—(ସଂ. ବର୍ତ୍ତି) — ପ୍ରଦୀପର ବତି; ବଳିତା — The wick of a lamp