ବଶାନୁଗ Baṡānuga

  • ସଂ. ବିଣ. ପୁଂ (ବଶ+ଅନୁ+ଗମ ଧାତୁ+କର୍ତ୍ତୃ. ଅ) — ଆଜ୍ଞାନୁବର୍ତ୍ତୀ — Obedient
  • ସଂ. ବିଣ. ପୁଂ (ବଶ+ଅନୁ+ଗମ ଧାତୁ+କର୍ତ୍ତୃ. ଅ) — ଅଧୀନ — Subservient; subordinate
  • ସଂ. ବି — ଦାସ — Slave; servent