ବଶିତା Baṡitā
- ସଂ. ବି(ବଶିନ୍+ତା; ତ୍ୱ) — ବଶ କରିବାର ଶକ୍ତି — The power of bringing others under control
- ସଂ. ବି(ବଶିନ୍+ତା; ତ୍ୱ) — ଶିବଙ୍କର ଓ ଯୋଗସିଦ୍ଧ ବ୍ୟକ୍ତିଙ୍କର ଅଷ୍ଟୈଶ୍ୱର୍ଯ୍ୟ ମଧ୍ୟରୁ ଏକତମ — One of the 8 godly attributes of Ṡiba and of a Jogasiddha person. (viz, control over desire)
- ସଂ. ବି(ବଶିନ୍+ତା; ତ୍ୱ) — [ଦ୍ର—ଅଷ୍ଟୈଶ୍ୱର୍ଯ୍ୟ ତଳେ ନୋଟ୍ ଦେଖ।]
- ସଂ. ବି(ବଶିନ୍+ତା; ତ୍ୱ) — ବାଧ୍ୟତା — Obligation
- ସଂ. ବି(ବଶିନ୍+ତା; ତ୍ୱ) — ଅତ୍ମସଂଯମ — Self control
- ସଂ. ବି(ବଶିନ୍+ତା; ତ୍ୱ) — ଅଧୀନତା; ବଶବର୍ତ୍ତିତା — Subservience
- ସଂ. ବି(ବଶିନ୍+ତା; ତ୍ୱ) — ମୋହନ — Enchanting; charming