ବଲ୍ଗିତ Balgitā

  • ସଂ. ବି. (ବଲ୍ଗ୍ ଧାତୁ ଘୋଡ଼ାର ଗତିବିଶେଷ;+ଭାବ. ତ ଦୁଲୁକୀ — Trotting or cantering of the horse
  • ସଂ. ବି. (ବଲ୍ଗ୍ ଧାତୁ ଘୋଡ଼ାର ଗତିବିଶେଷ;+ଭାବ. ତ [ଦ୍ର—ଘୋଡ଼ାର ପଞ୍ଚବିଧ ଗତି, ଯଥା—ଆସ୍ୱନ୍ଦିତ ଧୌରିତକ, ରୋଚିତ, ବଲ୍ଗିତ ଓ ପ୍ଲୁତ]
  • ସଂ. ବି. (ବଲ୍ଗ୍ ଧାତୁ ଘୋଡ଼ାର ଗତିବିଶେଷ;+ଭାବ. ତ କୁଦି ଚାଲିବା; ପ୍ଳୁତ ଗମନ — Frisking
  • ସଂ. ବି. (ବଲ୍ଗ୍ ଧାତୁ ଘୋଡ଼ାର ଗତିବିଶେଷ;+ଭାବ. ତ ବହୁ କଥନ, ଜଳ୍ପନ; ଗପିବା — Talking babbling
  • ସଂ. ବି. (ବଲ୍ଗ୍ ଧାତୁ ଘୋଡ଼ାର ଗତିବିଶେଷ;+ଭାବ. ତ ଗପିବା ବେଳେ ହସ୍ତପଦାଦିର ଆସ୍ଫାଳନ — Making motions with the hands and legs (while talking)