ବଲ୍ଗନ Balgana

  • ସଂ. ବି. (ବଲ୍ଗ ଧାତୁ+ଭାବ. ଅନ) — ବହୁ କଥନ; ବକା — Talking much; talkativeness
  • ସଂ. ବି. (ବଲ୍ଗ ଧାତୁ+ଭାବ. ଅନ) — ବକ୍ର ଗତି — Crooked motion
  • ସଂ. ବି. (ବଲ୍ଗ ଧାତୁ+ଭାବ. ଅନ) — ଭୁରି ଭୋଜନ — Eating to the fill
  • ସଂ. ବି. (ବଲ୍ଗ ଧାତୁ+ଭାବ. ଅନ) — ଘୋଡ଼ାର ଦୁଲ୍କୀ ଚାଲି (ହି. ଶ) — Canter or trot of a horse