ବର୍ଦ୍ଧ Barddha

  • ସଂ. ବି.—(ବୃଧ ଧାତୁ= ଛେଦନ କରିବା, ବୃଦ୍ଧି ପାଇବା+ଭାବ ଅ) — ଛେଦନ; କର୍ତ୍ତନ — Cutting
  • ସଂ. ବି.—(ବୃଧ ଧାତୁ= ଛେଦନ କରିବା, ବୃଦ୍ଧି ପାଇବା+ଭାବ ଅ) — ବୃଦ୍ଧି — Increase
  • ସଂ. ବି.—(ବୃଧ ଧାତୁ= ଛେଦନ କରିବା, ବୃଦ୍ଧି ପାଇବା+ଭାବ ଅ) — ପୂରଣ; ପୂର୍ତ୍ତି — Completion; fulfilment
  • ସଂ. ବି.—(ବୃଧ ଧାତୁ= ଛେଦନ କରିବା, ବୃଦ୍ଧି ପାଇବା+ଭାବ ଅ) — ସୀସା — Lead
  • ସଂ. ବି.—(ବୃଧ ଧାତୁ= ଛେଦନ କରିବା, ବୃଦ୍ଧି ପାଇବା+ଭାବ ଅ) — ବ୍ରାହ୍ମଣଯଷ୍ଟିକା ବା ବ୍ରାହ୍ମଣଝାଟିଆ କ୍ଷୁପ — Clerodendron Siphonanthus. (plant)
  • ସଂ. ବି.—(ବୃଧ ଧାତୁ= ଛେଦନ କରିବା, ବୃଦ୍ଧି ପାଇବା+ଭାବ ଅ) — ସିନ୍ଦୂର — Red lead (Apte)