ବବେଇ Babei

  • ପ୍ରାଦେ. (ସିଂହଭୂମ) ବି — ସବେଇ ଘାସ; ଏକ ପ୍ରକାର ଜଙ୍ଗଲି ଘାସ — Sabai grass
  • ପ୍ରାଦେ. (ସିଂହଭୂମ) ବି — [ଦ୍ର—ଏଥିରେ ଦଉଡ଼ା ବଳାଯାଏ ଓ କାଗଜ ତିଆରି ହୁଏ।]