ବନ୍ଦାଣ Bandāṇa
- ଦେ. ବି.—(ସଂ. ବନ୍ଦନ) — ବନ୍ଦନ; ବନ୍ଦାପନା; ଅର୍ଚ୍ଚନା; ପ୍ରଦୀପ ଆଦି ଦେଖାଇ ଅଭ୍ୟର୍ଥନା କରିବା — Act of saluting a person by waving lights before him
- ଦେ. ବି.—(ସଂ. ବନ୍ଦନ) — ବନ୍ଦାଣ ମାସକେ ତତେ କେ ଉତ୍ସ କେ କେ ନିତି ବନ୍ଦାଇ। ଭଞ୍ଜ. ବୈଦେହୀଶ ବିଳାସ।
- ଦେ. ବି.—(ସଂ. ବନ୍ଦନ) — ବନ୍ଦାଣ ଘର (ଦେଖ) — Bandāṇa ghara (See)
- ଦେ. ବି.—(ସଂ. ବନ୍ଦନ) — ବ୍ରତ ବିବାହାଦିରେ ବନ୍ଧୁମାନଙ୍କର ବରକୁ ବା ବାଳକକୁ ଦେବା ଭେଟି — A present given to the bridegroom or the boy on the occassion of a marriage or upanayana