ବତର୍କଣ Bitarkaṇa

  • ସଂ. ବି—(ବି+ତର୍କ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ) — ବାଦାନୁବାଦକରଣ — Act of discussing
  • ସଂ. ବି—(ବି+ତର୍କ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ) — ଅନୁମାନ କରିବା — Inferring
  • ସଂ. ବି—(ବି+ତର୍କ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ) — ସନ୍ଦେହ କରିବା — Doubting