ବତଂସ Bataṁsa
- ସଂ. ବି. (ଅବ+ତନ୍ସ ଧାତୁ=ଭୂଷିତ କରିବା+କରଣ. ଅ= ଅବତଂସ; 'ଅ' ଲୋପ) — କର୍ଣ୍ଣ ଭୂଷଣ — Ear-ornament
- ସଂ. ବି. (ଅବ+ତନ୍ସ ଧାତୁ=ଭୂଷିତ କରିବା+କରଣ. ଅ= ଅବତଂସ; 'ଅ' ଲୋପ) — ଶିରୋଭୂଷଣ — Ornament for the head
- ସଂ. ବି. (ଅବ+ତନ୍ସ ଧାତୁ=ଭୂଷିତ କରିବା+କରଣ. ଅ= ଅବତଂସ; 'ଅ' ଲୋପ) — ଭୂଷଣ — Ornament