ବଚକାନୀ Bachakānī

  • ବୈଦେ. ବିଣ. (ହିନ୍ଦୀ; ଫା. ବଚ୍ଚା; ତୁଳ ସଂ. ବତ୍ସ ପ୍ରା, ବଚ୍ଛ) — ଶିଶୁମାନଙ୍କ ଯୋଗ୍ୟ — Fit for infants or children
  • ବୈଦେ. ବିଣ. (ହିନ୍ଦୀ; ଫା. ବଚ୍ଚା; ତୁଳ ସଂ. ବତ୍ସ ପ୍ରା, ବଚ୍ଛ) — (ଯଥା—ବଚକାନୀ ଯୋତା।)
  • ବୈଦେ. ବିଣ. (ହିନ୍ଦୀ; ଫା. ବଚ୍ଚା; ତୁଳ ସଂ. ବତ୍ସ ପ୍ରା, ବଚ୍ଛ) — ଶିଶୁଜନୋଚିତ — Childish; befitting a child
  • ବି — ଶିଶୁଙ୍କ ପରିଧେୟ ବସ୍ତ୍ର — A cloth for children's wear