ବଙ୍କିମ Baṅkima

  • ଦେ. ବିଣ—(ସଂ. ବକ୍ରିମ) — ବକ୍ର — Curved; bent; crooked
  • ଦେ. ବିଣ—(ସଂ. ବକ୍ରିମ) — ତୋ ମୁଖ ପଦ୍ମସୌରଭ ସୁଧା ସ୍ଫୁରେ ବଙ୍କିମା ବଚନ ସୃଷ୍ଟି— ପ୍ରାଚୀ. ରସବାରିଧି।