ବଙ୍କିଆ Baṅkiā

  • ଦେ. ବି. (ସଂ. ବକ୍ର) — ଗୋଡ଼ରେ ପିନ୍ଧିବା ଏକପ୍ରକାର ବଳା; ବାଙ୍କି — A kind of anklet
  • ଦେ. ବି. (ସଂ. ବକ୍ର) — ମଞ୍ଜୀର ଯୋଗେ ପୂତକରି ଆଖି— ରଚିଲା ବଙ୍କିଆ ଲାଖି ଯେ—କବିସୂର୍ଯ୍ୟ. ଚନ୍ଦ୍ରକଳା।