ବକା ଦେବା Bakā debā

  • ପ୍ରାଦେ. (ସମ୍ବଲପୁର) କ୍ରି — ବର୍ଷକ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟର ଧାନ ନେଇ ଅନ୍ୟକୁ ଆପଣାର ବଳଦ ହଳ ବୁଲାଇବା ପାଇଁ ଧାର ଦେବା — To lend the service of one's bullock in return for some paddy