ବଇଷ୍ଣବ Baishṇaba

  • ଗ୍ରା. (ପଦ୍ୟ) ବି. ପୁଂ. (ସଂ. ବୈଷ୍ଣବ) — ବୈଷ୍ଣବ (ଦେଖ) — Ba̲i̱shṇaba (See)
  • ଗ୍ରା. (ପଦ୍ୟ) ବି. ପୁଂ. (ସଂ. ବୈଷ୍ଣବ) — ଦ୍ୱିଜ ବଇଷ୍ଣବମାନଙ୍କୁ ପୂଜ ବିଧି—କୃଷ୍ଣସିଂହ. ମହାଭାରତ. ସଭା।
  • ଗ୍ରା. (ପଦ୍ୟ) ବି. ପୁଂ. (ସଂ. ବୈଷ୍ଣବ) — [ଦ୍ର—ବ୍ୟାକରଣ ନିୟମ ଅନୁସାରେ ସିଦ୍ଧ 'ବଇଷ୍ଣବାଣୀ' 'ବଇଷ୍ଣବର' ସ୍ତ୍ରୀ ନୁହେ; ବଇଷ୍ଣବର ବିପରୀତ ଲିଙ୍ଗ। ଆମ ସମାଜରେ 'ମାତା' 'ବାବା'ଙ୍କ ସ୍ତ୍ରୀ, କିନ୍ତୁ 'ମାତାଜୀ' ବାବାଜୀଙ୍କର ବିବାହିତା ସ୍ତ୍ରୀ ନୁହନ୍ତି। ସେ ବାବାଜୀଙ୍କର ଧର୍ମପଥାଲମ୍ବିନୀ ନାରୀ।]