ଫଡ଼ାଇବା Phaṟḍ̠āibā
- ଦେ. କ୍ରି. — (ଫାଡ଼ିବା କ୍ରିୟାର ଣିଜନ୍ତ ରୂପ) — The causative form of phāṟḍ̠ibā
- ଦେ. କ୍ରି. — ଅନ୍ୟ ବ୍ୟକ୍ତିଦ୍ୱାରା ଫାଡ଼ିବା କ୍ରିୟା କରାଇବା — To cause to be split
- ଦେ. କ୍ରି. — ପୃଥକ୍ ବା ବିଭକ୍ତ କରାଇବା — To cause to be separated
- ଦେ. କ୍ରି. — ଚିରାଇବା — To cause to tear