ଫେରନ୍ତା Pherantā
- ଦେ. ବିଣ.—(ସଂ. ପ୍ରତ୍ୟାବୃତ୍ତ; ପ୍ରେରିତ) — ପ୍ରତ୍ୟାଗତ — Returned
- ଦେ. ବିଣ.—(ସଂ. ପ୍ରତ୍ୟାବୃତ୍ତ; ପ୍ରେରିତ) — (ଯଥା—ବିଲାତ ଫେରନ୍ତା)
- ଦେ. ବିଣ.—(ସଂ. ପ୍ରତ୍ୟାବୃତ୍ତ; ପ୍ରେରିତ) — ଫେରି ଆସୁଥିବା — Returning
- ଦେ. ବିଣ.—(ସଂ. ପ୍ରତ୍ୟାବୃତ୍ତ; ପ୍ରେରିତ) — (ଯଥା—ବିଦେଶ ଫେରନ୍ତା ଶିଖମାନଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। ଦୈନିକ ଆଶା।)
- ଦେ. ବିଣ.—(ସଂ. ପ୍ରତ୍ୟାବୃତ୍ତ; ପ୍ରେରିତ) — ଭ୍ରମଣକାରୀ — Travelling; roaming