ଫୁଲା ପଣ Phulā paṇa

  • ଦେ. ବି — ସ୍ଫୀତି — Swelling; the state of being swollen
  • ଦେ. ବି — ଗର୍ବସ୍ଫୀତି — The state of being puffed up with pride
  • ଦେ. ବି — ଅତ୍ୟନ୍ତ ଗର୍ବ ବା ଅହଙ୍କାର — Excess of pride; arrogance
  • ଦେ. ବି — ଫୁଲାପଣକୁ ନୁହେଁ ସରି, ଫୁଲମାଳରେ ଦେହ ଭରି— କମଳଲୋଚନ ଚଉତିଶା।