ଫୁରୁସତ Phursata

  • ବୈଦେ. ବି. (ଆ. ଫୁର୍ସତ୍) — ଅବକାଶ; ଅବସର — Leisure
  • ବୈଦେ. ବି. (ଆ. ଫୁର୍ସତ୍) — ଆପଣଙ୍କର ଯେବେ ଇଚ୍ଛା, ଫୁରୁସତ ବେଳେ କହିଲେ ଆମେ ସବୁ ରାମାୟଣ ଯାକ ଶୁଣାଇବୁ । ନୀଳକଣ୍ଠ ପିଲାଙ୍କ ରାମାୟଣ ।
  • ବୈଦେ. ବି. (ଆ. ଫୁର୍ସତ୍) — ବିଶ୍ରାମ — Rest